ଶୂନ୍ୟବାଦ
ଦେଖଣା
ଶୂନ୍ୟବାଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନ୍ୟାୟ)
[ସମ୍ପାଦନା]- ୧. ଏ ଜଗତ ଶୂନ୍ୟ ଅଟେ ଅର୍ଥାତ୍ ଏଥିରେ କିଛିମାତ୍ରା ସତ୍ତା ନାହିଁ, ଏବଂଭୂତମତ — ୧, The theory that the Univers is mere void and that nothing has any substance in this world, i.e. Things "are not what thay seem"; Philosophical nihilism.
[ଦ୍ରଷ୍ଟବ୍ୟ —ଏ ବୌଦ୍ଧମାନଙ୍କ ଧର୍ମବାଦ ଅଟେ]
- ୨. ନାସ୍ତିକତା —୨, A stheism.