Jump to content

ଶୂନ୍ୟବାଦୀ

ଉଇକିଅଭିଧାନ‌ରୁ

ଶୂନ୍ୟବାଦୀ

ଉଚ୍ଚାରଣ

[ସମ୍ପାଦନା]
(ଶୂନ୍ୟବାଦିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶୂନ୍ୟବାଦ+ଅସ୍ଥି ଅର୍ଥରେ ଇନ୍; ୧ମା. ୧ବ)

[ସମ୍ପାଦନା]
୧. ନାସ୍ତିକ ବିଶେଷ —୧. A class of atheists.
୨. ବୌଦ୍ଧ ମତାବଲମ୍ୱୀ — ୨. A Buddhist.