Jump to content

ଶୂନ୍ୟା

ଉଇକିଅଭିଧାନ‌ରୁ

ଶୂନ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ଶୂନ୍ୟ+ଆ)

[ସମ୍ପାଦନା]
୧. ଶୂନ୍ୟର ସ୍ତ୍ରୀଲିଙ୍ଗ —୧. Feminine of Ṡūnya.
୨. ବନ୍ଧ୍ୟା —୨. Barren (woman).

ବିଶେଷ୍ୟ -

[ସମ୍ପାଦନା]
୧. ନଳତୃଣ — ୧. A hollow reed.
୨. ବନ୍ଧ୍ୟା ସ୍ତ୍ରୀ —୨. A barren woman.
୩. ଫଣୀ ମନସା; ନାଗଫେଣିଆ ଗଛ —୩. Opuntia Dillenia; prickly pear; a species of cactus.

[ଦ୍ରଷ୍ଟବ୍ୟ —ଏଥିରେ ଫଳ ଫଳୁ ନ ଥିବାରୁ ଏହି ନାମ]