ଶୂନ୍ୟେ ଶୂନ୍ୟେ
ଦେଖଣା
ଶୂନ୍ୟେ ଶୂନ୍ୟେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଶୂନ୍ୟେ ଶୂନ୍ୟେ
|
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ବିନା ନିର୍ଦ୍ଦିଷ୍ଟ ବା ପରିଦୃଶ୍ୟ— ମାନ କାରଣରେ —୧. Without any patent or assignable cause.
- ୨. ଭୂମି ସ୍ପର୍ଶ ନ କରି; ଭୂମିରେ କୌଣସି ଅଂଶ ନଲାଗି; ଆକାଶ ମାର୍ଗରେ —୨. Without touching the ground.
[ଉ(୧)—ଉଡ଼ିଯାଏ ଶୂନ୍ୟେ ଶୂନ୍ୟେ କେଉଁସ୍ଥାନେ, କି ଲୋଡ଼ିବା ଆଶେ କେହି ତା ନ ଜାଣେ ଚିଲିକା, ରାଧାନାଥ]
[ଉ(୨)—ଚାରିଜଣ ଲୋକ ତାକୁ ଶୂନ୍ୟେ ଶୂନ୍ୟେ ଟେକି ନେଇଗଲେ]