Jump to content

ଶୂନ୍ୟ ଗର୍ଭ

ଉଇକିଅଭିଧାନ‌ରୁ

ଶୂନ୍ୟ ଗର୍ଭ

ଉଚ୍ଚାରଣ

[ସମ୍ପାଦନା]
(ଶୂନ୍ୟଗର୍ଭା—ବିଶେଷଣ - ସ୍ତ୍ରୀ) 

[ଶୂନ୍ୟଗର୍ଭତା—ବି]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି=ଶୂନ୍ୟ ଅଟେ ଗର୍ଭ ଯାହାର)

[ସମ୍ପାଦନା]
୧. ଯାହାର ଭିତରେ ଫମ୍ଫା —୧. Having the inside empty.
୨. ତୁଚ୍ଛା; ଫମ୍ପା —୨. Hollow; empty.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମୂଢ଼ ଗର୍ଭ —A false conception.