ଶୂନ୍ୟ ଚକର
ଦେଖଣା
ଶୂନ୍ୟ ଚକର
ଉଚ୍ଚାରଣ
[ସମ୍ପାଦନା](ଶୂନ୍ୟଚକ୍ର[କ୍ରି]—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୂନ୍ୟ+ଚକ୍ର)
[ସମ୍ପାଦନା]ଏକପ୍ରକାର ବାଣ — A kind of fireworks.
[ଦ୍ରଷ୍ଟବ୍ୟ —ଏହା ଚକ୍ରାକାର ଏବଂ ଭୂମିରେ ପୋତା ହୋଇଥିବା ବାଉଁଶ ଅଗରେ ଏହା ବନ୍ଧା ଯାଇ ଥାଏ; ନିଆଁ ଲଗା ହେଲେ ଏଥିରୁ ଅଗ୍ନି କଣାମାନ ଚାରିଆଡ଼େ ବିଞ୍ଚି ହୋଇଯାଏ ଓ ଏ ଚକ୍ର ଘୁରୁଥାଏ]
(ଉ—ଆଗ୍ନେୟକଣିକା ବିଞ୍ଚି ଚଉଦିଗେ ଘୁରିଲା ଶୂନ୍ୟ ଚକର—ବଡ଼କୁମାର ବଳଭଦ୍ର ଚଞ୍ଚରିକା)