Jump to content

ଶୂନ୍ୟ ଦୃଷ୍ଟି

ଉଇକିଅଭିଧାନ‌ରୁ

ଶୂନ୍ୟ ଦୃଷ୍ଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଶୂନ୍ୟରେ ସ୍ଥାପିତ ଦୃଷ୍ଟି)

[ସମ୍ପାଦନା]
୧. ଉଦ୍ଦେଶ୍ୟହୀନ ଦୃଷ୍ଟି; ଉଦାସ ଦୃଷ୍ଟି — ୧. A vacant gaze.
୨. ଆକାଶରେ ସ୍ଥାପିତ ଦୃଷ୍ଟି — ୨. Gazing at the sky.