Jump to content

ଶୂନ୍ୟ ହସ୍ତ

ଉଇକିଅଭିଧାନ‌ରୁ

ଶୂନ୍ୟ ହସ୍ତ

ଉଚ୍ଚାରଣ

[ସମ୍ପାଦନା]
(ଶୂନ୍ୟହସ୍ତା—ସ୍ତ୍ରୀ) 

(ଶୂନ୍ୟହସ୍ତତା—ବି)

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

ରିକ୍ତହସ୍ତ —Empty hand.

ବିଶେଷଣ - ପୁଲିଙ୍ଗ - [ବହୁବ୍ରୀହି]

[ସମ୍ପାଦନା]

ରିକ୍ତହସ୍ତ; ନିର୍ଦ୍ଧନ — Empty-handed; pennyeless