ଶୂନ୍ୟ ହୃଦୟ
ଦେଖଣା
ଶୂନ୍ୟ ହୃଦୟ
ଉଚ୍ଚାରଣ
[ସମ୍ପାଦନା](ଶୂନ୍ୟହୃଦୟା—ସ୍ତ୍ରୀ ଣବି)
ସଂସ୍କୃତ - ବିଶେଷ୍ୟ - (କର୍ମଧା)
[ସମ୍ପାଦନା]- ୧. ଅମନୋଯୋଗ —୧. Absent mindedness.
- ୨. ବିଷର୍ଣ୍ଣ ମନ —୨. Dejected mind.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)
[ସମ୍ପାଦନା]- ୧. ଅମନୋଯୋଗୀ —୧. Absent-minded (Apte).
- ୨. ଅତି ଦୁଃଖାତୁର —୨. Very sorry.
- ୩. ଅସନ୍ଦିଗ୍ଧ —୩. Unsuspecting (Apte).
- ୪. ନିଷ୍କପଟ —୪. Open-hearded (Apte).