Jump to content

ଶୂରଣ

ଉଇକିଅଭିଧାନ‌ରୁ

ଶୂରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶୂର ଧାତୁ=ବଧ କରିବା+କର୍ତ୍ତା ଅନ; ଏହା ଅର୍ଶ ରୋଗକୁ ନାଶ କରେ)

[ସମ୍ପାଦନା]
୧. ଓଲୁଅ —୧. An esculent bulbous root; Arum Campanulatum
୨. ଶ୍ୟୋନାକ; ଫଣଫଣା (ଗଛ) —୨. A plant; Bignonia Indica.