ଶୂର୍ପ
ଦେଖଣା
ଶୂର୍ପ
ଉଚ୍ଚାରଣ
[ସମ୍ପାଦନା][ସର୍ପ—ଅନ୍ୟରୂପ]
ସଂସ୍କୃତ - ବି—(ଶୂର୍ପ ଧାତୁ+କରଣ. ଅ; କିମ୍ୱା ଶୃ ଧାତୁ=ହିଂସା କରିବା. ବର୍ଜ୍ଜନ କରିବା+କର୍ତ୍ତୃ. ପ; ଯାହା ଶସ୍ୟାଦିରୁ ତୁଷ ଆଦି ବର୍ଜ୍ଜନ କରେ)
[ସମ୍ପାଦନା]- ୧. କୁଲା; ଶସ୍ୟାଦି ପାଛୁଡ଼ିବା ପାଇଁ ବ୍ୟବହୃତ ବଂଶନିର୍ମିତ ଚଟକା ପାତ୍ର —୧. Winnowing fan; a flat tray for winnowing grains.
- ୨. ଦୋଣଦ୍ୱୟ ପରିମାଣ; ଶସ୍ୟାଦିରେ ପରମାଣ ବିଶେଷ (ପ୍ରାୟ ବାଲେଶ୍ୱରୀ ୧ ସେର ଓ କଟିକି ଆଠସେର) —A unit of measure of corn, about ୧୦ standard seers.