Jump to content

ଶୂଳା

ଉଇକିଅଭିଧାନ‌ରୁ

ଶୂଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଶୂଳ+ଆରବୀ - )

[ସମ୍ପାଦନା]
୧. ଶଙ୍କ; କୀଳକ —୧. A stake.
୨: ବାର ଅଙ୍ଗୁଳି ଲମ୍ୱର ତୀକ୍ଷ୍ଣାଗ୍ରା କାଠି ୨. A short pointed pin about one foot long.
୩. ବେଶ୍ୟା —୩. A prostitute; a whore.
୪. ଅପରାଧିଙ୍କୁ ଦଣ୍ଡ ଦେବା ନିମନ୍ତେ ବ୍ୟବହୃତ ଶୂଳୀ —୪. A stake for impaling criminals.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବଡ଼ ବଡ଼ ମାଟିରେ ଟେକା; ବୋଲୁଅ —୧. Big clods of dry earth.

(ଦ୍ର—ଟେକାଠାରୁ ଢେଲା ବଡ଼. ଢେଲାଠାରୁ ବୋଲୁଅ ବଡ଼ ଓ ବୋକୁଅଠାରୁ ଶୂଳା ବଡ଼; ଶୂଳାଠାରୁ ଚେକା ପରିଧିରେ ବଡ଼, ଗୋଲାକାର ଓ ପତଳା)

୨. ଶୂଳ ରୋଗ —୨. Colic.
୩. ଶୂଳା ଝାଡ଼ (ଦେଖ) - ୩. Ṡūḻa jhāṟḍ̠ā (See),
୪. ନାଳରକ୍ତ ଝାଡ଼ା — ୪. Dysentry.