ଶୂଳାକୃତ
ଦେଖଣା
ଶୂଳାକୃତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଶୂଳ+କୃତ; ନିପାତନ)
[ସମ୍ପାଦନା]ଶଳାକାବିଦ୍ଧ ହୋଇ ସିଦ୍ଧ ହୋଇଥିବା (ମାଂସ) —(meat) Roasted by being pierce with a rod.
ବିଶେଷ୍ୟ -
[ସମ୍ପାଦନା]ଶଳାକାବିଦ୍ଧ କରି ଅଗ୍ନି ଉପରେ ସିଦ୍ଧକରାଯାଇଥିବା ମାଂସ; ସିକ୍କବାବ୍ —Meat roasted by means of a thin iron rod put directly over the fire; spitted roast
[ଦ୍ରଷ୍ଟବ୍ୟ —କୋମଳ ମାଂସଖଣ୍ଡ— ମାନଙ୍କରେ ଘୃତ ଲବଣାଦି ବୋଳି ସେମାନ ଲୁହା ଶଳାକାରେ ଗୁନ୍ଥି ଧୂମରହିତ ଅଗ୍ନି ଉପରେ ଉକ୍ତ ଶଳାକାକୁ ଦେଖାଇ ଏମାନ ପାକ କରାଯାଏ ଏହା ରୁଚିଜନକ; ଅଗ୍ନି ବର୍ଦ୍ଧକ, ଲଘୁ, ବଳକାରକ, କଫଘ୍ନ, ବାୟୁନାଶକ ଓ କିଞ୍ଚିତ୍ ପିତ୍ତଜନକ]