Jump to content

ଶୂଳିନୀ

ଉଇକିଅଭିଧାନ‌ରୁ

ଶୂଳିନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଶୂଳ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ)

[ସମ୍ପାଦନା]

ଦୁର୍ଗା —Goddess Durgā.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଶୂଳୀର ସ୍ତ୍ରୀଲିଙ୍ଗ —Feminine of Ṡūḻī.