Jump to content

ଶୂଳୀ

ଉଇକିଅଭିଧାନ‌ରୁ

ଶୂଳୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ବୈଦ୍ୟକ) ଜଳଜ ଶାକ ବା ତୃଣ ବିଶେଷ; ଶୋହ୍ଲ; ପାଣି ଲାଜକୁଳୀ —୧. An aquatic plant; sola plant; Aeschymone Aspera.

[ଦ୍ରଷ୍ଟବ୍ୟ — ଏହା ପିଚ୍ଛଳ; ଈଷତ୍ ଉଷ୍ଣବୀର୍ଯ୍ୟ; ଗୁରୁପାକ, ରୁଚିକର ବଳକର, ସ୍ତନ୍ୟବର୍ଦ୍ଧକ, ପିତ୍ତ ଓ ଦାହ ରୋଗରେ ଉପ— କାରକ]

୨. (ପୁଂ) ଶୂଳରୋଗୀ —୨. A person suffering from colic
୩. ମହାଦେବ; ତ୍ରୀଶୂଳୀ; ଶିବ —୩. Mohādeba; God Ṡiba.
୪. ଶଣ; ଛଣପଟ (ପ୍ରକୃତିବାଦ) —୪. Hemp.
୫. ଠେକୁଆ — ୫. A hare (Apte)
୬. ଶୂଜାସ୍ତ୍ରଧାରୀ ବ୍ୟକ୍ତି — ୬. A spearman (Apte)
(ଶାଳିନୀ—ସ୍ତ୍ରୀ) 

ବିଶେଷଣ -

[ସମ୍ପାଦନା]
୧. ଶୂଳଧାରୀ ୧. (a person) Holding a stake or spear; armed with a spear.
୨. ଶୂଳରୋଗା— କ୍ରାନ୍ତ —୨. Suffering from colic.