Jump to content

ଶୂଳ ଖାଇବା

ଉଇକିଅଭିଧାନ‌ରୁ

ଶୂଳ ଖାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ପ୍ରସୂତି) ପ୍ରସବ କରିବା ପୂର୍ବରୁ ବେଦନା ଅନୁଭବ କରିବା —୧. To undergo labour pain; to be in trvail; to travail.

[ଦ୍ରଷ୍ଟବ୍ୟ —ଏହି ଶୂଳ ଖାଇବା ସମୟରେ ସ୍ତ୍ରୀମାନେ ଖୁବ୍ ଜୋର୍ରେ କୁନ୍ଥାନ୍ତି ଓ କେହି କେହି ଗୋଟିଏ ଖୁଣ୍ଟକୁ ଜାବୁଡ଼ି ଧରି ଶୁଳର ବେଗକୁ ସମ୍ଭାଳନ୍ତି]

୨. କୁନ୍ଥାଇବା —୨. To strain physically.