Jump to content

ଶୂଳ ଭୃତ୍

ଉଇକିଅଭିଧାନ‌ରୁ

ଶୂଳ ଭୃତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ଶୂଳ+ଭୃ ଧାତୁ+କର୍ତ୍ତ. କ୍ୱିପ୍)

[ସମ୍ପାଦନା]

ଶୂଳଧାରୀ —Bearing or carrying a spike.

ବିଶେଷ୍ୟ -

[ସମ୍ପାଦନା]
୧. (ପୁଂ)—ଶୂଳପାଣି; ମହାଦେବ — ୧. Ṡiba.
୨. (ସ୍ତ୍ରୀ) ଦୁର୍ଗା —୨. The Goddess Durgā.