Jump to content

ଶୃକାଳ

ଉଇକିଅଭିଧାନ‌ରୁ

ଶୃକାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ—(ଅସୃକ୍=ରକ୍ତମାଂସ+ଆ ଉପସର୍ଗ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ; ନିପାତନ କିମ୍ୱା ସୃକ୍ ଧାତୁ= ସୃଷ୍ଟି କରିବା+କର୍ତ୍ତ. ଅ=ଚାତୁରୀ ସୃଷ୍ଟି କରିବା ଭାବରୁ; କିମ୍ୱା ଶୃଙ୍ଗ+ନଞ (ଅ+ଆ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ ଅ; ଯାହାର ଶୃଙ୍ଗ ନାହିଁ, କିଂବା ଯଏ ଶୃଙ୍ଗ ଗ୍ରହଣ କରେ ନାହିଁ)

[ସମ୍ପାଦନା]
୧. ଶିଆଳ; ବିଲୁଆ; ଗୋମାୟୁ —୧. Jackal.
୨. ନପ ବିଶେଷ —୨ Name of a king.
୩. ଦୈତ୍ୟ ବିଶେଷ — ୩. Name of demon.
୪. ଚିଡ଼ଲ ଓ କଟୁଭାଷୀ ବ୍ୟକ୍ତି —୪. A peevish and abusive person; an ill-natured man.
୫. ପ୍ରତାରକ ବ୍ୟକ୍ତି — ୫. A cheat; a swindler (Apte)
୬. ଖଳ— ବ୍ୟକ୍ତି —୬. A rogue (Apte).
୭. ଭୀରୁ ବ୍ୟକ୍ତି — ୭. A coward [Apte].
୮. କୃଷ୍ଣଙ୍କ ନାମ — ୮. A name of Kṛushṇa [Apte].

(ଶୃଗାଳକ—ଅନ୍ୟରୂପ)

ବିଶେଷଣ - (ପୁଂ)

[ସମ୍ପାଦନା]
୧. ନିଷ୍ଠୁର —୧. Cruel.
୨. ଖଳ —୨. Wicked; deceitful.
୩. ଭୀରୁ —୩. Timed; coward.
୪. ବୀର —୪. Heroic.
୫. କଟୁଭାଷୀ — ୫. Abusive; foul-mtongued.