Jump to content

ଶୃଗାଳ ମାଂସ

ଉଇକିଅଭିଧାନ‌ରୁ

ଶୃଗାଳ ମାଂସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶୃଗାଳର ମାଂସ; ବିଲୁଆ ମାଉଁସ — The meat of jackal.

[ଦ୍ରଷ୍ଟବ୍ୟ —ଏହା ମଧୁରରସ, ମଧୁର ବିପାକ, ଲଘୁପାକ, ଶୀତବୀର୍ଯ୍ୟ, ମଳମୂତ୍ର ରୋଧକ ଓ ତ୍ରିଦୋଷର ଶାନ୍ତିକାରକ; ଆଣ ଦେଶରେ ବିଲୁଆ ମାଉଁସକୁ ଦହିରେ ବହୁକାଳ ବତୁରାଇ ରଖି ସେହି ଦହିକୁ ଔଷଧରୂପେ (ବିଲୁଆ ଦହି) ଆମବାତ ରୋଗୀକୁ ଖୁଆନ୍ତି]