Jump to content

ଶୃଙ୍ଖଳକ

ଉଇକିଅଭିଧାନ‌ରୁ

ଶୃଙ୍ଖଳକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶୃ ଳ+କ)

[ସମ୍ପାଦନା]
୧. ଛୋଟ ଶିକୁଳି —୧. A small chain.
୨. କାଷ୍ଠ ନିର୍ମିତ ପାଦ— ବନ୍ଧନୀଦ୍ୱାରା ବନ୍ଧ କରିଶାବକ —୨. A young elephant fastened with a wooden clog.
୩. ଉଷ୍ଟ୍ର —୩. Camel (in general); (Apte).
୪. ଗୋଡ଼ରେ ଢିଙ୍କିଆ ଲଗାଯାଇଥିବା ପଶୁ — ୪. An animal with clogs on its feet to prevent it from straying, (Apte).