Jump to content

ଶୃଙ୍ଖଳତ୍ୱ

ଉଇକିଅଭିଧାନ‌ରୁ

ଶୃଙ୍ଖଳତ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନିୟମିତା —୧. Regularity.
୨. ନିୟବଦ୍ଧତା —୨. Discipline; the state of being negulated.

[ଦ୍ରଷ୍ଟବ୍ୟ — 'ଶୃଙ୍ଖଳ' 'ବନ୍ଧନ' ଅର୍ଥରେ ମଧ୍ୟ ବିଶେଷ୍ୟ ପଦ, ତହିଁରୁ 'ତ୍ୱ' ବା 'ତା' ପ୍ରତ୍ୟୟ କରି ପୁଣି ବିଶେଷ୍ୟ ପଦ ସୃଷ୍ଟି କରିବା ବ୍ୟାକରଣ ବିରୁଦ୍ଧ; 'ଶୁକୁଳି', 'ନିଗଡ଼' ପ୍ରଭୃତି ଅର୍ଥରେ ତ୍ୱ ଓ ତା ପ୍ରତୟ ବନ୍ଧନ ଭାବଦ୍ୟେତକରୂପେ ସୃଷ୍ଟି ହୋଇପାରେ ପ୍ରକୃତିବାଦ, ଆପ୍ତେ, ଶବ୍ଦ କଳ୍ପଦ୍ରୁମ ପ୍ରଭୃତି ଏ ଶବ୍ଦକୁ ଅନୁମୋଦନ କରି ନାହାନ୍ତି, କେବଳ ମନିଅର୍ ବିଲିଆମ୍ସଙ୍କ ଅଭିଧାନରେ ଏ ଶବ୍ଦ ଦେଖାଯାଏ; ବିଲ୍ସନ୍ ସାହେବ ଏପରି ଶବ୍ଦ ଲେଖିଥିବା କଥା ସେ ଲେଖିଅଛନ୍ତି]