ଶୃଙ୍ଖଳା ଯମକ
ଦେଖଣା
ଶୃଙ୍ଖଳା ଯମକ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ରଚନାରେ ଯମକର ଶୃଙ୍ଖଳା ରକ୍ଷିତ ହୋଇଥାଏ —A poem in which a system, or sequence is observed, alliteration.
[ଉ—ପସଦା ପ୍ରମଦା ସଖ ଲେଖି ତୋଷେ ଚିତ୍ର ସେ ଚିତ୍ର ପୁରକୁ କରେ ଅଧିରେ ବିଚିତ୍ର, ବି—ଚିତ୍ର ଲେଖିଲେ ହଂସୀ ପାଶେ ଯାଇ ଶେଯାଇ ଶେଯ ଶୟନେ କେ ବାନ୍ଧବୀ ରହି ବିରହୀ ଭାବଇ କାହିଁ ପ୍ରିୟତମା ରସେ, ମାର ସେନା ନିବେଶ ସେ ପୁରେ ତୋଷେ ଗୋଲୋକ ଇନ୍ଦୁ ରେଖା]