Jump to content

ଶୃଙ୍ଗବେର

ଉଇକିଅଭିଧାନ‌ରୁ

ଶୃଙ୍ଗବେର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶୃଙ୍ଗ+ବେର=ଶରୀର; ଶୃଙ୍ଗପରି ଶରୀର ଯାହାର)

[ସମ୍ପାଦନା]
୧. ଆର୍ଦ୍ରକ; ଅଦା —୧. Ginger
୨. ଶୁଣ୍ଠି —୨. Dried ginger.

[ଉ—ବାଟରେ ହେଲା ଏମନ୍ତେ—ଶୃଙ୍ଗାବେର ଆତଯାତ, କର ମହାଧନୀରେ ବିବାଦୀ—ଭଞ୍ଜ. ବୈଦେହୀଶବିଳାସ]

୩. ଶୃଙ୍ଗବେର ପୁର (ଦେଖ) - —୩. Ṡṛuṅgabera pura (See)