ଶୃଙ୍ଗବେର ପୁର
ଦେଖଣା
ଶୃଙ୍ଗବେର ପୁର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଗଙ୍ଗାକୂଳସ୍ଥ ଗୋଟିଏ ନଗର —The name of a city on the Ganges.
[ଦ୍ରଷ୍ଟବ୍ୟ —ଏହା କୋଶଳ ରାଜ୍ୟର ସୀମାର ବାହାରେ ଗଙ୍ଗାର ଉତ୍ତର ତୀରରେ ଅବସ୍ଥିତ ପ୍ରାଚୀନ ନଗରୀ ଓ ନିଷାଦରାଜ ଗୃହକଙ୍କର ପୁରୀ ଥିଲା ରାମଚନ୍ଦ୍ର ସାଲଥି ସୁମନ୍ତ୍ରକୁ ଏହିଠାରେ ବିଦାୟ ଦେଇ ବନଗମନ କରି ଥିଲେ ଏହାର ଆଧୁନିକ ନାମ 'ଚଣ୍ଡାଳ ଗଡ଼ ବା ଶିଙ୍ଗ୍ରୋର' ଆଧୁନିକ ମିର୍ଜାପୁର ନିକଟରେ ଏହା ଅବସ୍ଥିତ ଥିଲା ରାମାୟଣରେ ଏ ନଗରର ନାମୋଲ୍ଲେଖ ଅଛି ଏହା ପ୍ରୟାଗଠାରୁ ୨୨: ମାଇଲ ଉତ୍ତଚର ପଶ୍ଚିମରେ ଅବସ୍ଥିତ ଏକ ସମୟରେ ଏଠାରେ ସୌର ସମ୍ପ୍ରଦାୟର ମନ୍ଦିର ଥିଲା— ବିଶ୍ୱକୋଷ]