Jump to content

ଶୃଙ୍ଗାଟ

ଉଇକିଅଭିଧାନ‌ରୁ

ଶୃଙ୍ଗାଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶୃଙ୍ଗ+ଅଟ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଜଳ— କଣ୍ଟକ; ଶିଙ୍ଘଡ଼ା —୧. Water chestnut; Trapa Bispinosa.
୨. ଚତୁଷ୍ପଥ; ଚଉରାସ୍ତା; ଦୁଇଟି ରାସ୍ତାର ଛକ —୨. The place where two roads cross.
୩. କାମାଖ୍ୟା (ଆସାମ) ଦେଶସ୍ଥ ପର୍ବତ ବିଶେଷ — ୩. Name of a mountain in Assam.

[ଦ୍ରଷ୍ଟବ୍ୟ — କାଳିକା ପୁରାଣରେ ଉକ୍ତ ହୋଇଅଛି ଯେ, ହିମାଳୟରୁ ନିସୃତି ଦୀପ ନାମକ ନଦୀର ପର୍ବଦିଗରେ ଏ ପର୍ବତ ଅବସ୍ଥିତ; ଏହି ପର୍ବତରେ ମହାଦେବଙ୍କର ଏକ ଲିଙ୍ଗମୂର୍ତ୍ତି ପ୍ରତିଷ୍ଠିତ; ସିଦ୍ଧ କିସ୍ରୋତାଃ ନାମରେ ଗୋଟିଏ ଦକ୍ଷିଣସାଗରଗାମିନୀ ନଦୀ ଏ ପର୍ବତରୁ ବାହାରି ଅଛି; ଏ ନଦୀରେ ସ୍ନାନ କରି ସାରି ଶୃଙ୍ଗାଟକ ପର୍ବତ ଆରୋହଣ କରି ଚକ୍ରତ୍ୟ ଲିଙ୍ଗଙ୍କ ପୂଜା କଲେ ଶିବଲୋକ ପ୍ରାପ୍ତି ହୁଏ—ବିଶ୍ୱକୋଷ]