Jump to content

ଶୃଙ୍ଗାର

ଉଇକିଅଭିଧାନ‌ରୁ

ଶୃଙ୍ଗାର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବି—(ଶୃଙ୍ଗ=ପ୍ରାଧାନ୍ୟ; କାମୋଦ୍ରେକ+ଋ ଧାତୁ= ପାଇବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ସୁରତ; ରତିକ୍ରିୟା; ରମଣ —୧. Copulation; coition.

[ଦ୍ରଷ୍ଟବ୍ୟ — ସାହିତ୍ୟଦର୍ପଣକାର ଲେଖିଅଛନ୍ତି ଯେ ଶୃଙ୍ଗ=କାମୋଦ୍ରେକ ବା ମନ୍ମଥାଭେଦ+ଆର=ଆଗମ; ଅର୍ଥାତ୍ କାମୋଦ୍ରେକର ଆଗମକୁ ଶୃଙ୍ଗାର ବୋଲାଯାଏ]

୨. ଶୃଙ୍ଗାର ରସ; ଆଦି ରସ —୨. The sentiment of love as expressed in fiction; amorous pasions.

[ଦ୍ରଷ୍ଟବ୍ୟ —ରତି ଓ ଅନୁରାଗ ଏଥିରେ ସ୍ଥାୟୀ ବଭା, ନାୟକ ନାୟିକା ଆଲମ୍ୱନ, ଚନ୍ଦ୍ର ଚନ୍ଦନାଦି ଉଦ୍ଦୀପନ, ଭ୍ରୂକ୍ଷେପ— କଟାକ୍ଷାଦି ଅନୁଭାବ ଏହା ସଂଭୋଗ ଓ ବିପ୍ରଲମ୍ଭ ଭେଦରେ ଦ୍ୱିବିଧ]

୩. ଗଜଭୂଷଣ; ହସ୍ତୀର ମସ୍ତକରେ ସିନ୍ଦୂରାଦି ରଞ୍ଜନ ରୂପ ସଜ୍ଜା —୩. The marking or painting of the head of an elephant with vermillion.
୪. ଲବଣ —୪. Salt.
୫. ସିନ୍ଦୁର —୫. Vermilion.
୬. ସୁଗନ୍ଧି ଚୂର୍ଣ୍ଣ — ୬. Scented powder.
୭. ବେଶ ବିନ୍ୟାସାର୍ଥେ ବ୍ୟବହୃତ ଚୂର୍ଣ୍ଣ —୭. Toilet power.
୮. ଆର୍ଦ୍ରକ; ଅଦା —୮. Ginger.
୯. ଲବଙ୍ଗ —୯. Cloves;
୧. ନାଟ୍ୟ; ନାଟ୍ୟରସ —୧୦. The art of dancing.
୧୧. ରାଜମସ୍ତକରେ ସିନ୍ଦୂର ଆଦି ବେଶ ସଜ୍ଜା —୧୧. Toilet of a king.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧୨. କୃଷ୍ଣାଗୁରୁ [ବିଶ୍ୱକୋଷ] —୧୨. Eagle wood.
୧୩. ସୁବର୍ଣ୍ଣ [ବିଶ୍ୱକୋଷ] —୧୩. Gold.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜଗନ୍ନାଥଙ୍କ ବଡ଼ଶିଂଘାର ବେଶ —Lord Jagannath's last dressing before rest for the right.