ଶୃଙ୍ଗାରଣ
ରୂପଯୌବନସମ୍ପନ୍ନା ସ୍ତ୍ରୀକୁ ଅବଲୋକନ କରି ବିଳାସ ବିଭ୍ରମଦ୍ୱାରା ପୁରୁଷର କାମୁକତ୍ୱ ପ୍ରଦର୍ଶନ (ବିଶ୍ୱକୋଷ) —Amorous outeward expression of a man on seeing a beautiful and young lady.