ଶୃଙ୍ଗାରାଭ୍ର ବଟିକା
ଦେଖଣା
ଶୃଙ୍ଗାରାଭ୍ର ବଟିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)
[ସମ୍ପାଦନା]ଆୟୂର୍ବେଦୋକ୍ତ ବଟିକା ବିଶେଷ —A pill prepared accordingn to the instructions contained in the Hindu materia medica.
[ଦ୍ରଷ୍ଟବ୍ୟ —ଅଭ୍ର ୧୭: ତୋଳା, କର୍ପୂର, ଜାଇତ୍ରୀ, କୁରୁବଲି, ଗଜପିପ୍ପଳୀ, ତେଜପତ୍ର, ଲବଙ୍ଗ, ଜଟାମାଂସୀ, ତାଳୀଶପତ୍ର, ଦାରୁଚିନି, ନାଗେଶ୍ୱର, କୁଢ଼, ଧାର ଫୁଲ, ପ୍ରତ୍ୟେକ ଅଧତୋଳା, ହରିଡ଼ା, ଅଅଁଳା, ବାହାଡ଼ା ଓ ତ୍ରିକଟୁ ପ୍ରତ୍ୟେକ ୧ ତୋଳା, ଗନ୍ଧକ ୧ ତୋଳା, ପାରା ଅଧ- ତୋଳା ଏକତ୍ର ଉତ୍ତମରୂପ ଚୂର୍ଣ୍ଣ କରି ଜଳରେ ମର୍ଦ୍ଦନ କରିବ ଓ ସିଦ୍ଧ ତ ପରି ବଟିକା ବଳିବ ଏହା ଅଦା ଓ ପାନରଙ୍ଗ ସଙ୍ଗେ ସେବନୀୟ ଏଥିରେ ସବୁ ପ୍ରକାର କାସ, ରାଜଯକ୍ଷ୍ମା, କ୍ଷୟରୋଗ ଉପଶମ ହୁଏ ଏବଂ ଏହା ବାଜୀକରଣ ଓ ରସାୟନ ଔଷଧ ପରି ଫଳପ୍ରଦ]