Jump to content

ଶୃଙ୍ଗାର ସଜ୍ଜା

ଉଇକିଅଭିଧାନ‌ରୁ

ଶୃଙ୍ଗାର ସଜ୍ଜା

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବି—(ଶୃଙ୍ଗାର ଜନ୍ୟ ସୁବେଶ, ମ. ପ. ଲୋ)

୧. ରସିକରସିକାଙ୍କର ମିଳନର ଉପଯୁକ୍ତ ସାଜସଜ୍ଜା —୧. Toilet and dress suited for amorous encounters.
୨. ଦେବ ପ୍ରତିମାଦିଙ୍କର ସୁନ୍ଦର ବେଶ ଧାରଣ (ବିଶ୍ୱକୋଷ) ୨. Wquipment of idols.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜଗନ୍ନାଥଙ୍କ ବଡ଼ଶିଂଘାର ବା ରାତ୍ରିକାଳୀନ ବେଶ —Lord Jagannātha's last dress before retiring at night.

[ଦ୍ରଷ୍ଟବ୍ୟ —ଭକ୍ତଗଣଙ୍କ ବିଶ୍ୱାସ ଯେ, ଭଗବାନ, ଶୃଙ୍ଗାର ବେଶରେ, ଅର୍ଥାତ୍ ଶୃଙ୍ଗାରଦ୍ୟୋତକ ସଜ୍ଜାରେ, ସଜ୍ଜିତ ହୋଇ ଭଗବତୀଙ୍କ ସହିତ ରାତ୍ରିଯାପନ କରନ୍ତି ବୃନ୍ଦାବନର ଗୋବିନ୍ଦଜୀ, କାଶୀର ବିଶ୍ୱନାଥ, ବାବା ବୈଦ୍ୟନାଥ, ତାରକେଶ୍ୱର, ପୁରୀର ଜଗନ୍ନାଥ ସତ୍ୟବାଦୀର ଗୋପୀନାଥଙ୍କର ରାତ୍ରରେ ଶୃଙ୍ଗାର ସଜ୍ଜା (ବଡ଼ଶିଂଘାର ବେଶ) ପରେ ପହଡ଼ ହୁଏ ଓ କବାଟ ବନ୍ଦ- ହୁଏ—ବିଶବକୋଷ]