ଶୃଙ୍ଗିକ
ଏକ ପ୍ରକାର ଉଦ୍ଭିଦ ବିଷ; ମେଣ୍ଢା ଶିଙ୍ଗା ମହୁରା; ଅତିବିଷା —A sort of vegitable poison; Aconitum Heterophyllum.
[ଦ୍ରଷ୍ଟବ୍ୟ —ଏହି ବିଷକୁ ଗାଈ ଶିଙ୍ଘରେ ବାନ୍ଧିଦେଲେ ଗାଈର ଦୁଧ ରକ୍ତବର୍ଣ୍ଣ ପାଲଟି ଯାଏ ଏହା ବୃକ୍ଷର କନ୍ଦା ବା ମୂଳ]