Jump to content

ଶୃଙ୍ଗେରି

ଉଇକିଅଭିଧାନ‌ରୁ

ଶୃଙ୍ଗେରି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୃଙ୍ଗଗିରି)

[ସମ୍ପାଦନା]

ଦାକ୍ଷିଣାତ୍ୟର ମହୀଶୂର ରାଜ୍ୟର କାଦୁର ଜିଲ୍ଲାରେ ଅନ୍ତର୍ଗତ ଗୋଟିଏ ଗ୍ରାମ — Name of a village in Mysore.

[ଦ୍ରଷ୍ଟବ୍ୟ —ଏହା ତୁଙ୍ଗାନଦୀତୀରରେ ଅବସ୍ଥିତ—ବିଶ୍ୱକୋଷ]