Jump to content

ଶୃତ

ଉଇକିଅଭିଧାନ‌ରୁ

ଶୃତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶ୍ରୀ ଧାତୁ=ପାକ କରିବା+କର୍ମ. ତ)

[ସମ୍ପାଦନା]

ପାକ କରା ଯାଇଥିବା [ଦୁଗ୍ଧ ଘୃତାଦି] —Boiled (milk, ghee etc).

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କ୍ୱାଥ (ବିଶ୍ୱକୋଷ) — Decoction.