Jump to content

ଶୃତଶୀତ

ଉଇକିଅଭିଧାନ‌ରୁ

ଶୃତଶୀତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ପାକ କରାଯାଇ ଶୀତଳ ହୋଇଥିବା (ଜଳ ଆଦି) —(water) Cooled after it is boiled.

[ଦ୍ରଷ୍ଟବ୍ୟ —ଶୃତ ଶୀତଜଳ ଜୀର୍ଣ୍ଣଜ୍ୱର, ସନ୍ନିପାତ, ଧାତୁକ୍ଷୟ, ରକ୍ତବିକାର, ରକ୍ତମେହ, ବିଷବିଭ୍ରମ, ପାର୍ଶ୍ୱଶୂଳ, ବାତ, ନବଜ୍ୱର, ହିକ୍କା ଓ ଆଧାନରେ ଉପକାରୀ- ବିଶ୍ୱକୋଷ]