Jump to content

ଶୃତ କଷୀୟ

ଉଇକିଅଭିଧାନ‌ରୁ

ଶୃତ କଷୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

କ୍ୱାଥ —Decoction.

[ଦ୍ରଷ୍ଟବ୍ୟ —କୌଣସି ଦ୍ରବ୍ୟକୁ କୁଟି, ତହିଁରେ ୧୬: ଗୁଣ ଜଳଦେଇ ମୃଦୁ ଅଗ୍ନିରେ ତାହାକୁ ସିଝାଇ ୪ ଗୁଣ ଜଳ ବାଜି ଥିବା ଅବସ୍ଥାରେ ଅହ୍ଲାଇତାକୁ ଛାଣିଲେ ଶୃତ- କଷାୟ ହୁଏ]