Jump to content

ଶେଖର

ଉଇକିଅଭିଧାନ‌ରୁ

ଶେଖର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଶିଖ୍ ଧାତୁ=ଗମନ କରିବା+କର୍ତ୍ତ. ଅର)

[ସମ୍ପାଦନା]
୧. ଶିଖା; ଚଡ଼ା —୧. Top;
୨. ମୌଳି; ମସ୍ତକ; ମୁଣ୍ଡ —୨. Hard.
୩. କିରୀଟ; ମୁକୁଟ —୩. Diadem; turban; headdress; crown.
୪. କିରୀଟସ୍ଥ ପଷ୍ପ —୪. Flower worn on the diadem.
୫. ଶିଖାସ୍ଥିତା ମାଳା —୫. Chaplet worn on the head.
୬. ଶିରୋଭୂଷଣ —୬. An ornament for the head.

(ଉ—ଯାବକ ତୋ ପଦକଞ୍ଜର, ସମଦ ଗଜପତି ମୋ ଶେଖର ରେ—କବିସୂର୍ଯ୍ୟ. କିଶୋରୀ- ଚମ୍ପୂ, ଯ ଗୀତ)

୭. ଶୃଙ୍ଗ (ବିଶ୍ୱକୋଷ) (ଦେଖ) - ୭. Ṡṛuṅga (See)
୮. ଲବଙ୍ଗ (ବିଶ୍ୱକୋଷ) —୮. Clove.
୯. ସଜନା ମଳ (ବିଶ୍ୱକୋଷ) — ୯. The root of Moringa tree.

ସଂସ୍କୃତ -ବିଶେଷଣ -

[ସମ୍ପାଦନା]

ଶ୍ରେଷ୍ଠ —Chief.

(ଉ—ସୁରଅ ପୁଅ ତକୋଟିକାଖ୍ୟ ନାମ ମୋର, ଜାଣ ଆଗୋ ନାରୀମାନଙ୍କ ଶେଖର- କୃଷ୍ଣସିଂହ ମହାଭାରତ. ବନ)