Jump to content

ଶେଜ (ସ)(ଜେ)ଇବା

ଉଇକିଅଭିଧାନ‌ରୁ

ଶେଜ (ସ)(ଜେ)ଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଶେଜ ପକାଇବା — ୧. To lay the bed.

[ଉ—ତୁଳ ତଳପ ଶୋଯାଇ, ଦେବାର କୋମଳ ଯାଇ—କବିସୂର୍ଯ୍ୟ ସଙ୍ଗୀତ]

୨. ଶଯ୍ୟାକୁ ପୁଷ୍ପାଦିରେ ସଜ୍ଜିତ କରିବା —୨. To decorate or furnish the bed with flowers.

[ଉ—ମାଘରେ ମାଧୋଇ ଆସିବେ ବୋଲି, ଶେଜ ଶେଜାଇଲି ପାଖୁଡ଼ା ମଲ୍ଲି, ମୋ କାହ୍ନୁ ରେ—ବାରମାତ୍ରୀ ଗୀତ]