ଶେଠି
ଦେଖଣା
ଶେଠି
ଉଚ୍ଚାରଣ
[ସମ୍ପାଦନା](ଶେଠିଆଣୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ଶ୍ରେଷ୍ଠ=ବଣିକ୍)
[ସମ୍ପାଦନା]ଧୋବାଙ୍କ ବିଶୋପାଧି — Family—title of washerrmen.
[ଦ୍ରଷ୍ଟବ୍ୟ —ସମାଜର ଅତ୍ୟାବଶ୍ୟକ ନୀଚ ସେବାକର୍ମକାରୀଙ୍କପ୍ରତି ସମ୍ମାନସୂଚକ ଦେଶଜ ଉପାଧିମାନଙ୍କ ପ୍ରୟୋଗ ଦେଖି ଅନୁମତି ହୁଏ ଯେ, ଉଚ୍ଚବର୍ଣ୍ଣର ଲୋକ ସେମାମନଙ୍କ ସ୍ନେହଚକ୍ଷୂରେ ଦେଖୁଥିଲେ, ଯଥା—ଧୋବା (ଶେଠି), ମେହେନ୍ତର (ପ୍ରାମାଣିକ)