ଶେଠିକରଣ
ଦେଖଣା
ଶେଠିକରଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ରେଷ୍ଠକରଣ)
[ସମ୍ପାଦନା]- ୧. ଶେଠକରଣ (ଦେଖ) - ୧. Ṡeṭhakaraṇa (See)
- ୨. ବୈଶ୍ୟ ଜାତିବିଶେଷ — ୨. A caste of B&aline;i̱ṡyas.
[ଦ୍ରଷ୍ଟବ୍ୟ —କେହି କେହି କହନ୍ତି ଯେ, ତାଳପତ୍ର ଲେଖାର ଆରମ୍ଭରେ ଦିଆ- ଯିବା ଚିହ୍ନ "" ଧେବାଙ୍କ ସନ୍ତକ କୁରାଢ଼ିର ଚିହ୍ନ ଅଟେ ଓ ଏଥିପାଇଁ 'କରଣ' ସଙ୍ଗେ 'ଶେଠି' ଶବ୍ଦ ଯୋଗ ହୋଇଅଛି]