ଶେଡ଼ୁଅ
ଦେଖଣା
ଶେଡ଼ୁଅ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶେଡ଼ୁଅ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସେଚନକ)
[ସମ୍ପାଦନା]କପା ଓ ବିଲାତିଆଳୁ ଗଛ ଛୋଟ ଥିବା ବେଳେ ଶସ୍ୟକ୍ଷେତ୍ରରେ ପାଣି ଦେବା ଲାଗି ବ୍ୟବହୃତ କାଠର କୁଲା ପରି ଗୋଟିଏ ଯନ୍ତ୍ର — A wooden contrivance used for sprinkling water over the small plants of cotton or potato.