Jump to content

ଶେଣୀ ମୁହଁ

ଉଇକିଅଭିଧାନ‌ରୁ

ଶେଣୀ ମୁହଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶେଣାମୁଣ୍ଡରେ ଶେଣାକୁ ବଡ଼ାଇ ତାକୁ ଉପରକୁ ଉଠାଇ ଉଚ୍ଚ ଭୂମିସ୍ଥ ନାଳୀର ଶେଷ ଭାଗରେ ଥିବା ଯେଉଁ କୁଣ୍ଡରେ ବା ଅଧାରରେ ଉକ୍ତ ପାଣିକୁ ଅଜାଡ଼ି ଦେବାକୁ ହୁଏ ଓ ଯେଉଁ କୁଣ୍ଡରୁ ନାଳ ବାଟେ ପାଣି କ୍ଷେତ ଆଡ଼କୁ ବୋହିଯାଏ —The head or source of the water-channel into which the water from the baling basket is poured down to flow through the channel into the field.