Jump to content

ଶେତା

ଉଇକିଅଭିଧାନ‌ରୁ

ଶେତା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]
[ଶେତୀ— ସ୍ତ୍ରୀ] 

ଦେଶଜ - ବିଶେଷଣ - —(ଫୁ.)—(ସଂସ୍କୃତ - ଶ୍ୱତ)

[ସମ୍ପାଦନା]
୧. ଶ୍ୱେତ; ଧଳା — ୧. white.
୨. ଶ୍ୱେତାଭ; ଈଷତ୍ ଶ୍ୱେତ —୨. whitish; slightly white.
୩. ପାଣ୍ଟୁର —୩. Brown
୪. ବିବର୍ଣ୍ଣ — ୪. Discoloured pale.
୫. ରକ୍ତହୀନତା ଯୋଗୁଁ ବିବର୍ଣ୍ଣ —୫. Aenimic; pale due to deficit of blood corpuscles of the body.

ବିଶେଷ୍ୟ -

[ସମ୍ପାଦନା]

(ଶରୀରର) ରକ୍ତହୀନତା — Bloodlessness of the body.