Jump to content

ଶେତ ସୋରିଷ

ଉଇକିଅଭିଧାନ‌ରୁ

ଶେତ ସୋରିଷ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଧଳା ସୋରିଷ —White mustard; Brassica Comprestris; sinapis Dichotoma.

[ଦ୍ରଷ୍ଟବ୍ୟ — ଏହା ଭାରତର ସର୍ବତ୍ର ଉତ୍ପାଦିତ ହୁଏ ଓ ବାର୍ଷିକ ଶସ୍ୟ ଅଟେ; ଶାଖା ପ୍ରାଶାଖା ହୁଏ ନାହିଁ, କିନ୍ତୁ ଚାଳ୍ମର ଅଗରେ ଗୋଟିଏ ଦିଓଟି ଶାଖା ବାହାରେ ଏହାର ଫୁଲ ସୋରିଷ ଫୁଲ ଠାରୁ ବଡ଼ ବଡ଼; ଏଥିର ତେଲ ସର୍ଦ୍ଦି ରୋଗରେ ଔଷଧ ହୁଏ ]