Jump to content

ଶେପ

ଉଇକିଅଭିଧାନ‌ରୁ

ଶେପ

ଉଚ୍ଚାରଣ

[ସମ୍ପାଦନା]

[ଶେପଃ (ଫଃ)—ଅନ୍ୟରୂପ]

ସଂସ୍କୃତ - ବି—(ଶୀ ଧାତୁ=ଶୟନ+କର୍ତ୍ତା. ପ.; ଫ

[ସମ୍ପାଦନା]

ଯାହା ରେତଃଯାତନାନ୍ତର ପତିତ ହୁଏ ବା ଶୋଇ ପଡ଼େ. ଶିଶ୍ନ; ଲିଙ୍ଗ — Penis;male organ.

ବିଶେଷଣ -

[ସମ୍ପାଦନା]

ଶୟନକାରୀ; ଶାୟିତ —Sleeping lying prostrate; lying down.