Jump to content

ଶେବ

ଉଇକିଅଭିଧାନ‌ରୁ

ଶେବ

ଉଚ୍ଚାରଣ

[ସମ୍ପାଦନା]

[ଶେପଃ (ଫଃ)—ଅନ୍ୟରୂପ]

ସଂସ୍କୃତ - ବି—(ଶୀ ଧାତୁ=ଶୟନ+କର୍ତ୍ତା. ପ.; ଫ

[ସମ୍ପାଦନା]

ଯାହା ରେତଃଯାତନାନ୍ତର ପତିତ ହୁଏ ବା ଶୋଇ ପଡ଼େ. ଶିଶ୍ନ; ଲିଙ୍ଗ — Penis;male organ.

ବିଶେଷଣ -

[ସମ୍ପାଦନା]

ଶୟନକାରୀ; ଶାୟିତ —Sleeping lying prostrate; lying down.



ଶେବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶୀ ଧାତୁ+କର୍ତ୍ତୃ. ବ)

[ସମ୍ପାଦନା]
୧. ଶେଫ; ଲିଙ୍ଗ— (ବିଶ୍ୱକୋଷ) —୧. Penis.
୨. ସର୍ପ (ବିଶ୍ୱକୋଷ) —୨. Serpent
୩. (+୭ମୀ ତତ୍) ସୁଖ (ବିଶ୍ୱକୋଷ) — ୩. Happiness,.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ସୁଖକର— (ବିଶ୍ୱକୋଷ) —୧. Pleasant.
୨. ଉନ୍ନତ — ୨. Elevated.



ଶେବ

ଉଚ୍ଚାରଣ

[ସମ୍ପାଦନା]
(ଶୈବୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଶିବ+ସମ୍ୱନ୍ଧାର୍ଥେ. ଅ)

[ସମ୍ପାଦନା]
୧. ଶିବସମ୍ୱନ୍ଧୀୟ — ୧. Relating to ṡba.
୨. (+ଉପସକା- ର୍ଥେ. ଅ) —ଶିବଙ୍କଠାରେ ଭକ୍ତି ଯୁକ୍ତ —୨. Devoted to ṡbga.

ବି,ପୁଲିଙ୍ଗ -

[ସମ୍ପାଦନା]
୧. ଶିବଭକ୍ତି; ଶିବପୂଜକ —୧. Devotee of Ṡiba.
୨. ଶିବପୁରାଣ [ଦେଖ] —୨. Ṡibapurāṇa (See)
୩. ଧୁସ୍ତର —୩. Dature (plant and berries).
୪. [ଶୀ ଧାତୁ+କର୍ତ୍ତ. ବ,. ନିପାତନ] ଶୈବାଳ; ଶିଉଳି — ୪. Moss.;
୫. ବନ ପୁଷ୍ପ [ବିଶ୍ୱକୋଷ] — Sesbania Grandiflora