ଶେଯା ପଟା
ଦେଖଣା
ଶେଯା ପଟା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ଶଯ୍ୟା+ପଟ)
[ସମ୍ପାଦନା]ଡ଼ଙ୍ଗା ଭିତରେ ଶେଯା ଉପରେ ଯେଉଁ କାଠ ପଟାମାନ ପକାଇ ଲୋକେ ତହିଁରେ ଶୁଆବସା କରନ୍ତି —The planks of wood laid over te Ṡej̄ā and used as resting placrs.
[ଦ୍ରଷ୍ଟବ୍ୟ — ଡ଼ଙ୍ଗାର ଯେଉଁ କନ୍ଦିରେ ଲୋକେ ଶୁଆବସା କରନ୍ତି ସେଥିରେ ଶେଯପଟା ପରାଯାଏ ଯହିଁରେ ଜିନିସ ପତ୍ର ବୋଝାଇ ହୁଏ ତହିଁରେ ପାରିଣି ବତା ବିଛାଯାଏ]