Jump to content

ଶେର ଦରିଆ

ଉଇକିଅଭିଧାନ‌ରୁ

ଶେର ଦରିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯାହା ଥରକେ ବା ତତୋଧିକଥର ଶେର ପରିମାଣରେ ବିକ୍ରି କରାଯାଏ — ୧. Sold by the seer at a time.

(ଆର୍ଥାତ୍ ଯାହା ଶେରକରୁ କମରେ ଥରକେ ବିକାଯାଏ ନାହିଁ —i.e. which is not sold in quantities less than a seer at a time.)

୨. ଶେରର ଦାମ ଅନୁସାରେ ନିର୍ଣ୍ଣୀତ (ପଣ୍ୟ) —୨. The price of which is ascertained by calulating the rate per seer.

(ଖୁଚୁରା—ବିପରୀତ)