ଶେଷା
ଦେଖଣା
ଶେଷା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶିଷ୍ ଧାତୁ+କରଣ. ଅ+ଆ)
[ସମ୍ପାଦନା]- ୧. ପାରିତୋଷିକ ମାଳା —୧. A garland given as a present.
- ୨. ଭକ୍ତମାନଙ୍କ ମଧ୍ୟରେ ବଣ୍ଟା ଯିବା ଦେବତାଙ୍କ ପ୍ରସାଦ ବା ପଦୁକ ବା ମାଳା —୨. The remains of floral or other offerings made to an idol and distributed amongst the devoteers as a holy reliqe (Apte).