Jump to content

ଶେଷ କରିବା

ଉଇକିଅଭିଧାନ‌ରୁ

ଶେଷ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସମାପ୍ତ କରିବା —୧. To finish.
୨. ବିନିଷ୍ଟ କରିବା; ଧ୍ୱଂସକରିବା — ୨. To destory; to ruin
୩. (ସମୟ) ବିଚାଇବା; କାଟିବା —୩. To pass one's time.

[ଅର୍ଜୁନ ବିନା ବନେ ପାଞ୍ଚୋଟି ବରଷ ଭାଇଙ୍କ ତୁଲେ ଯୁଧିଷ୍ଠିର କଲେ ଶେଷ—କୃଷ୍ଣସିଂହ ମହାଭାରତ]