Jump to content

ଶେଷ ଦଶା

ଉଇକିଅଭିଧାନ‌ରୁ

ଶେଷ ଦଶା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଅନନ୍ତଦେବ; ବିଷ୍ଣୁଙ୍କର ଗୋଟିଏ ଅବତାର —୧. An incarnation of Bishṇu.
୨. ବାସୁକି; ସର୍ପରାଜ —୨. The thousand headed serpent of the Hindu mythology.

[ଦ୍ରଷ୍ଟବ୍ୟ — ସୃଷ୍ଟିର ପ୍ରଳୟ(ଶେଷ) ଘଟିଲେ ବିଷ୍ଣୁ ଏହି ନାଗଙ୍କ କୁଣ୍ଡଳ ଉପରେ 'ଅନନ୍ତ ଶୟନ' କରନ୍ତି ଓ ଏ ନାଗଙ୍କର ସହସ୍ର ଫଣା ବିଷ୍ଣୁଙ୍କ ଉପରେ ଛତା ଧରା ହେଲା ପରି ହୋଇଥାଏ ବିଷ୍ଣୁଙ୍କ ନାଭିକମଳରୁପଦ୍ମ ଫୁଲ ପୁଂଟେ ଓ ସେଥିରୁ ବ୍ରହ୍ମାଜାତ ହୋଇ ପୁଣି ନୂଆ ସୃଷ୍ଟି କରନ୍ତି ଭଗବାନ୍ ବାସୁକୀ ରୂପରେ ଆପଣା ଫଣାଦ୍ୱାରା ଏ ପୃଥିବୀକୁ ଟେକି ଧରିଅଛନ୍ତି]