ଶେ(ଯ)
ଦେଖଣା
ଶେ(ଯ)
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶଯ୍ୟା)
[ସମ୍ପାଦନା]- ୧. ଶଯ୍ୟା —୧. Bad.
[ଉ— ତରନପ ସମ୍ୱନ୍ଧୀ ଶେଜରେ ସୁପାତି—କୃଷ୍ଣସିଂହ. ମହାଭାରତ]
- ୨. ଲେପ; ତୁଳାପର୍ଣ୍ଣ ବିଛଣା ମୋଟା ରେଜେଇ —୨. A cushioned, bed; a thick quilt.
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୩. (ଇସେଡ୍) କାଚର ପ୍ରଦୀପ —୩. Candle lamp; glass lamp; with a shade.